ଟ୍ରେନ ସେବା ଆରମ୍ଭକୁ ବିରୋଧ କଲେ ମମତା ବାନାର୍ଜୀ

ସୂତ୍ରାନୁସାରେ, ମମତା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ବିରୋଧ କରିଛନ୍ତି । ଏହା ସମ୍ଭବ ଯେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ବୈଠକ 2 ଟି ପର୍ଯ୍ୟାୟରେ ହେବାର ଅଛି । ବିରତି ପରେ ଦ୍ୱିତୀୟ ପର୍ଯ୍ୟାୟ ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ ।

ଟ୍ରେନ ସେବା ଆରମ୍ଭକୁ ବିରୋଧ କଲେ ମମତା ବାନାର୍ଜୀ
Image Credit: ଡିଜାଇନ ଫଟୋ

About the Author