Strait of Hormuz Attack: ହର୍ମୁଜ୍‌ରେ ବଢ଼ିଲା ଯୁଦ୍ଧ ଆଶଙ୍କା, ଭାରତ ପାଇଁ ବଢ଼ିଲା ଇନ୍ଧନ ମହଙ୍ଗା ହେବାର ଭୟ

Strait of Hormuz Attack: ବିଶ୍ୱ ଊର୍ଜା ଯୋଗାଣର ଲାଇଫ୍‌ଲାଇନ୍‌ ଭାବେ ପରିଚିତ ହର୍ମୁଜ୍‌ ସାଗରପଥ (Strait of Hormuz) ପୁଣିଥରେ ଯୁଦ୍ଧ ଆଶଙ୍କାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କତାରର ଏକ LNG ଟ୍ୟାଙ୍କର ଏବଂ ସାଉଦି ଆରବର ଏକ କ୍ରୁଡ୍ ଅଏଲ୍ ସୁପର ଟ୍ୟାଙ୍କର ସମେତ ତିନୋଟି ଜାହାଜ ଉପରେ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ଆସିଛି। ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ସୁରକ୍ଷା ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି।

Strait of Hormuz Attack: ହର୍ମୁଜ୍‌ରେ ବଢ଼ିଲା ଯୁଦ୍ଧ ଆଶଙ୍କା, ଭାରତ ପାଇଁ ବଢ଼ିଲା ଇନ୍ଧନ ମହଙ୍ଗା ହେବାର ଭୟ

About the Author