Waqf Amendment Act: ୱାକଫ ସଂଶୋଧନ ଆଇନ ମାମଲାରେ SC ରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର, ଜାଣନ୍ତୁ କ’ଣ କହିଲେ?

Waqf Amendment Act: ୱାକଫ ସଂଶୋଧନ ଆଇନ ୨୦୨୫ କୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏହାର ଜବାବ ଦାଖଲ କରିଛି। କେନ୍ଦ୍ର ନିଜର ଆବେଦନରେ କହିଛି ଯେ ଗତ ୧୦୦ ବର୍ଷ ଧରି ୱାକଫକୁ ବ୍ୟବହାରକାରୀ କେବଳ ପଞ୍ଜୀକରଣ ପରେ ସ୍ୱୀକୃତି ଦେଇଛନ୍ତି ମୌଖିକ ଭାବରେ ନୁହେଁ। ଏପରି ପରିସ୍ଥିତିରେ ଏଥିରେ ସଂଶୋଧନ ଆବଶ୍ୟକ ଥିଲା।

Waqf Amendment Act: ୱାକଫ ସଂଶୋଧନ ଆଇନ ମାମଲାରେ SC ରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର, ଜାଣନ୍ତୁ କ’ଣ କହିଲେ?
Image Credit: ୱାକଫ ସଂଶୋଧନ ଆଇନ ମାମଲାରେ SC ରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments