ଯଦି ଆପଣଙ୍କ ପାଖରେ ଅଛି ଗାଡ଼ି ତ ଧ୍ୟାନ ଦିଅନ୍ତୁ; ଗ୍ରୀନ୍ ଟ୍ୟାକ୍ସ ଲାଗୁ କରିବାକୁ ଯାଉଛନ୍ତି ସରକାର, ଜାଣନ୍ତୁ କେତେ କରିବାକୁ ପଡିବ ଜମା

ଏହିପରି ଯାନ ଉପରେ ସବୁଜ ଟିକସ (Green Tax) ଲାଗୁ କରିବାକୁ ଏକ ପ୍ରସ୍ତାବ ରାଜ୍ୟକୁ ପଠାଯାଇଛି । ପରିସଂଖ୍ୟାନ ଅନୁଯାୟୀ, ୪ କୋଟିରୁ ଅଧିକ ଯାନ ୧୫ ବର୍ଷରୁ ଅଧିକ ପୁରୁଣା । ଏହି ଯାନଗୁଡିକ ମଧ୍ୟରୁ ୨ କୋଟି ଯାନ ୨୦ ବର୍ଷରୁ ଅଧିକ ପୁରୁଣା ।

ଯଦି ଆପଣଙ୍କ ପାଖରେ ଅଛି ଗାଡ଼ି ତ ଧ୍ୟାନ ଦିଅନ୍ତୁ; ଗ୍ରୀନ୍ ଟ୍ୟାକ୍ସ ଲାଗୁ କରିବାକୁ ଯାଉଛନ୍ତି ସରକାର, ଜାଣନ୍ତୁ କେତେ କରିବାକୁ ପଡିବ ଜମା

About the Author