୧୫ରୁ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ବିଦେଶଗସ୍ତ, ଜୋର୍ଡାନ, ଇଥିଓପିଆ ଓ ଓମାନଠାରେ ସମ୍ପର୍କ ମଜଭୁତ କରିବେ ମୋଦୀ

ଆସନ୍ତା ୧୫ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ତିନି ଦେଶ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସମୟରେ ସେ ପ୍ରଥମଥର ପାଇଁ ଇଥିଓପିଆ ଯିବେ। ଏହା ପୂର୍ବରୁ ଜୋର୍ଡାନ ଓ ପରେ ଓମାନକୁ ଗସ୍ତ କରିବେ। ଏହି ସମୟରେ ଭାରତ ରଣନୀତି, ବାଣିଜ୍ୟ ଓ କୂଟନୀତିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ସହାୟକ ହେବ। ୧୮ ତାରିଖରେ ଏହି ଗସ୍ତ ଶେଷ କରି ମୋଦୀ ନୂଆଦିଲ୍ଲୀ

୧୫ରୁ ଆରମ୍ଭ ପ୍ରଧାନମନ୍ତ୍ରୀଙ୍କ ବିଦେଶଗସ୍ତ, ଜୋର୍ଡାନ, ଇଥିଓପିଆ ଓ ଓମାନଠାରେ ସମ୍ପର୍କ ମଜଭୁତ କରିବେ ମୋଦୀ

About the Author