VIDEO: ମାଧୁରୀଙ୍କ ସୁପରହିଟ ଗୀତରେ ମୋନାଲିସାଙ୍କ ଜବରଦସ୍ତ ଡ୍ୟାନ୍ସ

ମୋନାଲିସା ଏହି ଭିଡିଓରେ ଲାଲ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି । ସେ ନିଜେ ଯେତେ ସୁନ୍ଦର ଦେଖାଯାଉଛନ୍ତି, ତାଙ୍କ ଡ୍ୟାନ୍ସ ମଧ୍ୟ ସେମିତି ଚମତ୍କାର ଲାଗୁଛି ।

VIDEO: ମାଧୁରୀଙ୍କ ସୁପରହିଟ ଗୀତରେ ମୋନାଲିସାଙ୍କ ଜବରଦସ୍ତ ଡ୍ୟାନ୍ସ

About the Author