Air India Flight: ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୈଦୁତିକ ସମସ୍ୟା, ଦିଲ୍ଲୀରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଗୁଡିକରେ କ୍ରମାଗତ ଭାବେ ତୃଟି ପରିଲକ୍ଷିତ ହେଉଛି। ଏହି କ୍ରମରେ ୨୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସିଂଗାପୁର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା ଦେଖିବାକୁ ମିଳିଛି। ବିମାନରେ ବୈଦୁତିକ ତୃଟି ସହିତ ଏୟାର କଣ୍ଡିସନିଂରେ ତୃଟି ଦେଖା ଦେବାରୁ ବିମାନ କର

Air India Flight: ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୈଦୁତିକ ସମସ୍ୟା, ଦିଲ୍ଲୀରେ ଜରୁରୀ ଅବତରଣ

About the Author