ମଦ ନ ମିଳିବାରୁ ମଦୁଆମାନେ ପିଉଛନ୍ତି ସାନିଟାଇଜର ! ଦେଖନ୍ତୁ ଭିଡିଓ

ଲକଡାଉନରେ ମଧ୍ୟପ୍ରଦେଶରେ ମଦ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ତେଣୁ ମଦୁଆମାନେ ସାନିଟାଇଜର ପିଉଛନ୍ତି । ଭୋପାଳରେ ସ୍ଥାନୀୟ ମଦ ବ୍ରାଣ୍ଡ ନାଁରେ ହିଁ ସାନିଟାଇଜର ବିକ୍ରି କରାଯାଉଛି ।

ମଦ ନ ମିଳିବାରୁ ମଦୁଆମାନେ ପିଉଛନ୍ତି ସାନିଟାଇଜର ! ଦେଖନ୍ତୁ ଭିଡିଓ

About the Author