ଧୋନିଙ୍କ ଅବସର ନେଇ ଏମିତି କହିଲେ ଗମ୍ଭୀର

ଗମ୍ଭୀରଙ୍କ କହିବା କଥା ହେଲା, ଏମଏସ ଏବେ ଭଲ ଫର୍ମରେ ଅଛନ୍ତି । ଖେଳର ମଜା ନେଉଛନ୍ତି । ଯଦି ତାଙ୍କୁ ମନେହେଉଛି, ସେ ଏବେ ମଧ୍ୟ ଖେଳି ଦେଶକୁ ବିଜୟ ଦେଇପାରିବେ, ତେବେ ଖେଳିବା ଦରକାର ।

ଧୋନିଙ୍କ ଅବସର ନେଇ ଏମିତି କହିଲେ ଗମ୍ଭୀର
Image Credit: ଫାଇଲ ଫଟୋ

About the Author