Afghanistan: ମୁଲ୍ଲା ଅବଦୁଲ ହେବେ ଆଫଗାନିସ୍ତାନରେ ତାଲିବାନୀ ସରକାରର 'ରାଜା'

ତାଲିବାନ ସୂତ୍ର ଅନୁଯାୟୀ ତାଲିବାନର ପ୍ରତିଷ୍ଠାତା ସଦସ୍ୟ ମୁଲ୍ଲା ଅବଦୁଲ ଘାନି ବରାଦର ତାଲିବାନ ସରକାରଙ୍କ ମୁଖିଆ ପାଇପାରନ୍ତି । ସୂଚନାନୁସାରେ, ଶେର୍ ମହମ୍ମଦ ଅବ୍ବାସ ଓ ମଲ୍ଲିକ ୟାକୁବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ପାଇବେ ।

Afghanistan: ମୁଲ୍ଲା ଅବଦୁଲ ହେବେ ଆଫଗାନିସ୍ତାନରେ ତାଲିବାନୀ ସରକାରର 'ରାଜା'
Image Credit: (ଫାଇଲ ଫଟୋ)

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments