ମୋଦିଙ୍କ ଲେହ ଗସ୍ତକୁ ନେଇ ଏପରି କହିଲା ଚୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲେହ ଲଦାଖ ଗସ୍ତ କରିଛନ୍ତି। ଲେହ ଲଦାଖ ଗସ୍ତ କରି ସେ ନିମୋଠାରେ ଭାରତୀୟ ସେନାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଭାରତୀୟ ସେନାଙ୍କୁ ସମ୍ବୋଧନ କରିଛନ୍ତି। ଭାରତୀୟ ସେନାର ପରାକ୍ରମକୁ ସମଗ୍ର ବିଶ୍ୱ ଦେଖିଛି। ମୋଦି ନିଜ ଭାଷଣ ମାଧ୍ୟମରେ ସେନାଙ୍କ ମନୋବଳକୁ ମଧ୍ୟ ମଜବୁତ କରିଛନ୍ତି। ସେପଟେ କିନ୍

ମୋଦିଙ୍କ ଲେହ ଗସ୍ତକୁ ନେଇ ଏପରି କହିଲା ଚୀନ

About the Author