ଏବେ ସମ୍ବିତ କିଛି ଦିନ ଘରେ ବିଶ୍ରାମ ନେବେ । ତାଙ୍କୁ କିଛି ଦିନ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।
Trending Photos
)
ନୂଆଦିଲ୍ଲୀ: ସୁସ୍ଥ ହେଲେ ବିଜେପି ମୁଖପାତ୍ର ଡଃ ସମ୍ବିତ ପାତ୍ର । କୋରୋନା ଲକ୍ଷଣ ଦେଖାଦେବାରୁ ଗତ ୧୫ ଦିନ ହେବ ଗୁରୁଗାଓଁର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ସମ୍ବିତ । ଗତକାଲି ତାଙ୍କୁ ଡିସଚାର୍ଜ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କ କୋରୋନା ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିଲା ।
ଏବେ ସମ୍ବିତ କିଛି ଦିନ ଘରେ ବିଶ୍ରାମ ନେବେ । ତାଙ୍କୁ କିଛି ଦିନ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।