ଦେଶରେ ୧୧ ଜିଲ୍ଲା ନକ୍ସଲ ପ୍ରଭାବିତ, ମାର୍ଚ୍ଚ ୩୧ ସୁଦ୍ଧା ମୂଳୋତ୍ପାଟନ ଲକ୍ଷ୍ୟ

ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଦେଶକୁ ନକ୍ସଲ ହିଂସାରୁ ମୁକ୍ତ କରିବାପ ାଇଁ କେନ୍ଦ୍ର ସରକାର ନେଇଥିବା ପ୍ରତିବଦ୍ଧତାକୁ ସଫଳତା ମିଳିଛି। ଏବେ ଦେଶରେ ନକ୍ସଲ ଅଧ୍ୟ୍ୟୁଷିତ ଜିଲ୍ଲା ସଂଖ୍ୟା ସମୁଦାୟ ୧୧ ରହିଛି। ସେଥିରୁ୩ଟି ଜିଲ୍ଲା ନକ୍ସଲ ପ୍ରବଣ ଜିଲ୍ଲା। ଏହି ସଂଖ୍ୟା ପୂର୍ବରୁ ୬ ଥିଲା ବୋଲି ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ସେ

ଦେଶରେ ୧୧ ଜିଲ୍ଲା ନକ୍ସଲ ପ୍ରଭାବିତ, ମାର୍ଚ୍ଚ ୩୧ ସୁଦ୍ଧା ମୂଳୋତ୍ପାଟନ ଲକ୍ଷ୍ୟ

About the Author