TIKTOK ବ୍ୟାନ୍ ପାଇଁ ବଢୁଛି ଡିମାଣ୍ଡ; ସାମାଜିକ ବିଭେଦତାର କାରଣ ପାଲଟିଛି ଚାଇନିଜ ଆପ୍

ଟ୍ୱିଟର ୟୁଜର୍ସ ଲଗାତାର ଦାବି କରିଆସୁଛନ୍ତି ଯେ, ଭାରତରେ ଚାଇନିଜ୍ ଆପକୁ ବ୍ୟାନ କରାଯାଉ । କାରଣ ମନୋରଞ୍ଜନ ପରିବର୍ତ୍ତେ ଏବେ ଟିକଟକରେ Acid Attackକୁ ପ୍ରମୋଟ କରୁଥିବା ଭଳି ଭିଡ଼ିଓ ଦେଖିବାକୁ ମିଳିଛି । କେବଳ ଟିକଟକ୍ ନୁହେଁ, ଏହି ଭିଡିଓ ଏବେ Twitterରେ ମଧ୍ୟ ଭାଇରାଲ୍ ହୋଇଛି ।

TIKTOK ବ୍ୟାନ୍ ପାଇଁ ବଢୁଛି ଡିମାଣ୍ଡ; ସାମାଜିକ ବିଭେଦତାର କାରଣ ପାଲଟିଛି ଚାଇନିଜ ଆପ୍

About the Author