କର୍ଣ୍ଣାଟକକୁ ପ୍ରବେଶ ପୂର୍ବରୁ Covid ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

କୋରୋନା ଭାଇରସର RT-PCR ପରୀକ୍ଷାରେ ନେଗେଟିଭ୍ ରିପୋର୍ଟ ସାଥୀରେ ଆଣିକି ଆସିବା ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କର୍ଣ୍ଣାଟକକୁ ପ୍ରବେଶ ପୂର୍ବରୁ Covid ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

About the Author