ସତ କହିବାରୁ ଛାତି ଫାଟିଲା, ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ କଟକଣା ଲଗାଇଲା ନେପାଲ

ଭାରତ ଓ ନେପାଲ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏବେ ଅନ୍ୟ ଏକ ଖବର ସାମ୍ନାକୁ ଆସିଛି । ଭାରତୀୟ ନ୍ୟୁଜ ଚ୍ୟାନେଲ ଗୁଡ଼ିକୁ ନେପାଲରେ କଟକଣା ଲଗାଯାଇଛି ।

ସତ କହିବାରୁ ଛାତି ଫାଟିଲା, ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ କଟକଣା ଲଗାଇଲା ନେପାଲ
Image Credit: ଫାଇଲ ଫଟୋ

About the Author