Nepal Protest: ଦୁବାଇ ଚାଲିଗଲେ ଓଲି! ୧୦ ମନ୍ତ୍ରୀଙ୍କ ଇସ୍ତଫା, ପ୍ରଧାନମନ୍ତ୍ରୀଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ

ନେପାଳର ପ୍ରଧାନମନ୍ତ୍ରୀ ଦୁବାଇ ଯିବାର ସମ୍ଭାବନା ବିଷୟରେ ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ନେପାଳର ଡଜନ ଡଜନ ସ୍ଥାନରେ ଦ୍ୱିତୀୟ ଦିନ ପାଇଁ ଛାତ୍ର ବିରୋଧ ଏବଂ ହିଂସା ଜାରି ରହିଛି। ଅନ୍ୟପକ୍ଷରେ ନେପାଳ ସରକାରଙ୍କ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କୃଷିମନ୍ତ୍ରୀଙ୍କ ସମେତ ୧୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

Nepal Protest: ଦୁବାଇ ଚାଲିଗଲେ ଓଲି! ୧୦ ମନ୍ତ୍ରୀଙ୍କ ଇସ୍ତଫା, ପ୍ରଧାନମନ୍ତ୍ରୀଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ

About the Author