ଦିଲ୍ଲୀରେ ମଦ ବିକ୍ରି ପାଇଁ କେଜ୍ରିୱାଲ ସରକାରଙ୍କ ନୂଆ ବ୍ୟବସ୍ଥା, ଏବେ ମିଳିବ ଅନଲାଇନ୍ ଟୋକନ

ମଦ ଦୋକାନଗୁଡିକରେ ଲାଗିଥିବା ଭିଡ଼କୁ ଦୃଷ୍ଟିରେ ରଖି ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାଫଳରେ ଦୋକାନଗୁଡିକରେ ନିୟମ ଅନୁଯାୟୀ ସାମାଜିକ ଦୂରତା ଅନୁସରଣ କରାଯାଇପାରିବ । ଏଥିପାଇଁ ସରକାର ଏକ ୱେବ୍ ଲିଙ୍କ୍ ଜାରି କରିଛନ୍ତି । ଏହି ଲିଙ୍କ୍ କ୍ଲିକ କରି ଯେକେହି ମଦ କିଣିବାକୁ ଚାହୁଁଛନ୍ତି । ସେମାନେ ନିଜ ସୂଚନା ପୂରଣ କରି ମଦ କିଣିବାକୁ ସମୟ ନେଇପାରିବେ। ତାଙ୍କ ମୋବାଇଲକୁ ଏକ ଇ-କୁପନ ପଠାଯିବ ।

ଦିଲ୍ଲୀରେ ମଦ ବିକ୍ରି ପାଇଁ କେଜ୍ରିୱାଲ ସରକାରଙ୍କ ନୂଆ ବ୍ୟବସ୍ଥା, ଏବେ ମିଳିବ ଅନଲାଇନ୍ ଟୋକନ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author