New Visa Rules: ଟ୍ରମ୍ପଙ୍କ ନୂଆ ଏଚ-1ବି ଭିସା ନିୟମ ଭାରତର ପ୍ରଗତିରେ ବେସ ସହାୟକ ହେବ: ଅମିତାଭ କାନ୍ତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ-1ବି ଭିସା ଉପରେ ଫିସକୁ ବୃଦ୍ଧି କରି ଆମେରିକାରେ ରହୁଥିବା ଭାରତୀୟଙ୍କୁ ସମସ୍ୟାରେ ପକାଇଛନ୍ତି। ଆମେରିକା ସରକାରଙ୍କ ଏହି ନୂତନ ପଦକ୍ଷେପ ଭାରତୀୟ ଆଇଟି ବୃତ୍ତିଗତଙ୍କ ଉପରେ ଭାରୀ ବୋଝ ପକାଇବ। ସେପଟେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୨୧ ତାରିଖରୁ ଲାଗୁ ହେବ

New Visa Rules: ଟ୍ରମ୍ପଙ୍କ ନୂଆ ଏଚ-1ବି ଭିସା ନିୟମ ଭାରତର ପ୍ରଗତିରେ ବେସ ସହାୟକ ହେବ: ଅମିତାଭ କାନ୍ତ

About the Author