Union Budget 2026: ଆଉ କିଛି ସମୟ ପରେ ଆସିବ ବଜେଟ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ତାଙ୍କର ନବମ ବଜେଟ୍ ଉପସ୍ଥାପନ କରିବେ। ଏନଡିଏ ସରକାର ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ହେବ। ୨୦୨୫-୨୬ ଆର୍ଥିକ ସର୍ଭେର ତଥ୍ୟ ଏହି ବଜେଟ୍ ପାଇଁ ମୂଳଦୁଆ ପକାଇସାରିଛି। ଏହା କେବଳ ଆଗାମୀ ବର୍ଷର ଏକ ରିପୋର୍ଟ ହେବ ନା

Union Budget 2026: ଆଉ କିଛି ସମୟ ପରେ ଆସିବ ବଜେଟ

About the Author