ଆଜି ନଜର ଆସି ନାହିଁ ଜହ୍ନ, ସୋମବାର ସାରା ଦେଶରେ ପାଳନ ହେବ ଇଦ୍

ଇଦ୍-ଉଲ-ଫିତର ସହ ଇସଲାମିକ କ୍ୟାଲେଣ୍ଡର ଶୱାଲ ମାସ ଆରମ୍ଭ ହୁଏ । ଇଦ୍ ହେଉଛି ଏକମାତ୍ର ଦିନ ଯେଉଁ ଦିନରେ ରୋଜା ବା ଉପବାସ ରଖାଯାଇ ନଥାଏ । ଇଦର ଜହ୍ନ ଦେଖିବା ପରେ ଅର୍ଥାତ୍ ଶାୱାଲ୍ ମାସ ଆରମ୍ଭ ହେବା ସହ ଇଦ୍ ପାଳନ କରାଯାଇଥାଏ । ତେଣୁ ଏହାର ତାରିଖ ସମଗ୍ର ବିଶ୍ୱରେ ଭିନ୍ନ ହୋଇଥାଏ ।

ଆଜି ନଜର ଆସି ନାହିଁ ଜହ୍ନ, ସୋମବାର ସାରା ଦେଶରେ ପାଳନ ହେବ ଇଦ୍

About the Author