ଖାଉଟିଙ୍କ ମୁଣ୍ଡରେ ଚଡକ! ତେଲ ଓ ଗ୍ୟାସକୁ ନେଇ ଅର୍ଥମନ୍ତ୍ରୀ ଦେଲେ ଏହି ବଡ ବୟାନ

ଯେତେବେଳେ ଆବଶ୍ୟକ ପଡିବ ସେତେବେଳେ GST ପରିଷଦ ଏହାରି ଉପରେ ବିଚାର କରିବ। ଯଦି ଏପରି ହୁଏ ତେବେ ରାଜସ୍ୱ ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିପାରେ ବୋଲି ମନ୍ତ୍ରୀ କହିଛନ୍ତି।

 ଖାଉଟିଙ୍କ ମୁଣ୍ଡରେ ଚଡକ! ତେଲ ଓ ଗ୍ୟାସକୁ ନେଇ ଅର୍ଥମନ୍ତ୍ରୀ ଦେଲେ ଏହି ବଡ ବୟାନ
Image Credit: ତେଲ ଓ ଗ୍ୟାସକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ ବୟାନ

About the Author