Nobel Prize: ଆସନ୍ତା ସପ୍ତାହରେ ଘୋଷଣା ହେବ ନୋବେଲ ପୁରସ୍କାର ବିଜେତାଙ୍କ ନାମ, ପାଇବେ କି ରାଷ୍ଟ୍ରପତି ଟ୍ରମ୍ପ?

Nobel Prize: ବିଶ୍ୱର ସବୁଠାରୁ ସମ୍ମାନଜନକ ନୋବେଲ ପୁରସ୍କାର ଆସନ୍ତା ସପ୍ତାହରେ ଘୋଷଣା କରାଯିବ। ଏହି ଘୋଷଣା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହାର୍ଟ୍ ବିଟ୍ ବଢ଼ିବାର ସମ୍ଭାବନା ଅଧିକ। ଟ୍ରମ୍ପ ଆରମ୍ଭରୁ ଏହି ପୁରସ୍କାର ପାଇଁ ସବୁଠୁ ନିଜକୁ ଯୋଗ୍ୟ ବୋଲି କହିଆସିଛନ୍ତି।

Nobel Prize: ଆସନ୍ତା ସପ୍ତାହରେ ଘୋଷଣା ହେବ ନୋବେଲ ପୁରସ୍କାର ବିଜେତାଙ୍କ ନାମ, ପାଇବେ କି ରାଷ୍ଟ୍ରପତି ଟ୍ରମ୍ପ?
Image Credit: Nobel Prize News

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More