ନୋଏଡ଼ାରେ ୨୪ ଘଣ୍ଟାରେ ସର୍ବାଧିକ ମାମଲା

ଉତ୍ତରପ୍ରଦେଶର ନୋଏଡ଼ାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି. ସୋମବାର ୨୪ ଘଣ୍ଟାରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି. ତେବେ ନୋଏଡାରେ ୩୧ କୋରୋନା ପଜିଟିଭ୍ ସାମ୍ନାକୁ ଆସିଛି.

ନୋଏଡ଼ାରେ ୨୪ ଘଣ୍ଟାରେ ସର୍ବାଧିକ ମାମଲା

About the Author