ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯ଼ୋଜନା: ଗୁଇନ୍ଦା

ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଗୁଇନ୍ଦା ବିଭାଗ ମୁତାବକ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ଏଥିପାଇଁ ଉତ୍ତର ଓ ମଧ୍ୟ କାଶ୍ମୀରରେ ହାଇଆର୍ଲଟ ଜାରି କରାଯାଇଛି। ସୂଚନାନୁସାରେ, ଶ୍ରୀନଗର-ବାରାମୁଲା ରାଜପଥରେ ଲସ୍କର-ଏ-ତାଇ

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯ଼ୋଜନା: ଗୁଇନ୍ଦା

About the Author