Bus Fire: ରାସ୍ତା ମଝିରେ ଜଳିଗଲା ବସ୍, ୧୧ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ;୨୦ ଆହତ

Bus Fire: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ବସ୍ ରେ ନିଆଁ ଲାଗି ୧୧ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Bus Fire: ରାସ୍ତା ମଝିରେ ଜଳିଗଲା ବସ୍, ୧୧ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ;୨୦ ଆହତ

About the Author