ଅଶୋଧିତ ତୈଳ ଦରରେ ବୃଦ୍ଧି

ତୈଳ ବଜାରରେ ଏସୀୟ ଷ୍ଟକ୍ ମାର୍କେଟ ଏବଂ ୱାଲ୍ ଷ୍ଟ୍ରିଟ୍ ଉପରେ ରାତାରାତି ଅଭିବୃଦ୍ଧି ଘଟିଛି । କୋରୋନା ଯୋଗୁଁ ବୃଦ୍ଧି ପାଉଥିବା ସଙ୍କଟକୁ ଦେଖି ସାରା ବିଶ୍ୱରେ ଲାଗୁ ହୋଇଥିବା ଲକଡାଉନ୍ ଏବଂ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ତେଲର ଚାହିଦା ହ୍ରାସ ପାଇଥିଲା ।

ଅଶୋଧିତ ତୈଳ ଦରରେ ବୃଦ୍ଧି

About the Author