Cabinet Meeting in Pahalgam: ପହଲଗାମରେ କ୍ୟାବିନେଟ ବୈଠକ କଲେ ଓମର ଅବଦୁଲ୍ଲା

Cabinet Meeting in Pahalgam: ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ପର୍ଯ୍ୟଟନକୁ ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ନେତୃତ୍ୱରେ ଜମ୍ମୁ ଏବଂ କାଶ୍ମୀର ସରକାର ଆଜି ପହଲଗାମରେ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ କରିଛନ୍ତି।

Cabinet Meeting in Pahalgam: ପହଲଗାମରେ କ୍ୟାବିନେଟ ବୈଠକ କଲେ ଓମର ଅବଦୁଲ୍ଲା
Image Credit: ପହଲଗାମରେ କ୍ୟାବିନେଟ ବୈଠକ କଲେ ଓମର ଅବଦୁଲ୍ଲା

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More