ଓମିକ୍ରନ ଓ କୋରୋନାର ବଢ଼ୁଥିବା ମାମଲା ମଧ୍ୟରେ ରାଜଧାନୀରେ ଲାଗୁ ହେଲା ନୂଆ ପ୍ରତିବନ୍ଧକ, ଜାରି ହେଲା ୟଲୋ ଆଲର୍ଟ

କେଜ୍ରିୱାଲ (Arvind Kejriwal) ଆଗକୁ କହିଛନ୍ତି ଯେ ଏଥର ଆମେ କୋରୋନା ସହ ମୁକାବିଲା କରିବାକୁ ୧୦ ଗୁଣା ପ୍ରସ୍ତୁତ ଓ ଦିଲ୍ଲୀରେ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ (GRAP) କାର୍ଯ୍ୟକାରୀ ହେବ । ଓମିକ୍ରନ୍ (Omicron) ବିଷୟରେ ଚିନ୍ତା କରିବାର କିଛି ନାହିଁ ।

ଓମିକ୍ରନ ଓ କୋରୋନାର ବଢ଼ୁଥିବା ମାମଲା ମଧ୍ୟରେ ରାଜଧାନୀରେ ଲାଗୁ ହେଲା ନୂଆ ପ୍ରତିବନ୍ଧକ, ଜାରି ହେଲା ୟଲୋ ଆଲର୍ଟ

About the Author