ଦେଶରେ କ୍ଷିପ୍ର ଗତିରେ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ; ପୁଣି ୩ ଟି ନୂଆ ମାମଲା ଚିହ୍ନଟ

Omicron: ଆନ୍ଧ୍ରପ୍ରଦେଶ ଏବଂ ଚଣ୍ଡିଗଡ଼ରେ ଏହି ନୂତନ ଭାରିଆଣ୍ଟର ପ୍ରଥମ ମାମଲା ରିପୋର୍ଟ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ର ଓ ନାଗପୁରରୁ ମଧ୍ୟ ଗୋଟିଏ ଲେଖାଏଁ ଆମିକ୍ରନ୍ ଭାରିଆଣ୍ଟର ମାମଲା ସାମ୍ନାକୁ ଆସିଛି ।

ଦେଶରେ କ୍ଷିପ୍ର ଗତିରେ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ; ପୁଣି ୩ ଟି ନୂଆ ମାମଲା ଚିହ୍ନଟ

About the Author