ଓମିକ୍ରନ୍ ଭାରିଆଣ୍ଟକୁ ନେଇ WHO ଦେଲା ଏହି ଆଶ୍ବସ୍ତିକର ଖବର

WHO କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନକୁ ନେଇ କୌଣସି ମୃତ୍ୟୁ ମାମଲା ପଞ୍ଜିକୃତ ହୋଇନାହିଁ । ଏହି କାରଣରୁ କୋରୋନା ଭାଇରସ୍ ବିଶେଷଜ୍ଞମାନେ ନିଶ୍ଚିତ ଯେ ନୂତନ ଓମିକ୍ରନ୍ ଭାରିଆଣ୍ଟ ହେଉଛି 'ସୁପର ମାଇଲ୍ଡ' ।

ଓମିକ୍ରନ୍ ଭାରିଆଣ୍ଟକୁ ନେଇ WHO ଦେଲା ଏହି ଆଶ୍ବସ୍ତିକର ଖବର