ପଛକୁ ଘୁଞ୍ଚିଲା ଚୀନ, ପ୍ରଶ୍ନ ଉଠାଇଲେ ଓଓ୍ୱେସୀ

ଲଦାଖ ମଧ୍ୟକୁ ପଶି ଆସିଥିବା ଚୀନ ଗତକାଲି ସୀମା ଠାରୁ ଦୁଇ କିଲୋମିଟର ପଛକୁ ଘୁଞ୍ଚିଛି. ତେବେ ଏହି ଖବର ସମଗ୍ର ଦେଶବାସୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମର ମୁଖ୍ୟ ତଥା ହାଇଦ୍ରାବାଦର ଲୋକସଭା ସାଂସଦ ଓସୁଦୁଦ୍ଦିନ ଓଓ୍ୱେସୀ.

ପଛକୁ ଘୁଞ୍ଚିଲା ଚୀନ, ପ୍ରଶ୍ନ ଉଠାଇଲେ ଓଓ୍ୱେସୀ

About the Author