Operation Chakra V: ଅପରେସନ୍‍ ଚକ୍ର: ମାଇକ୍ରୋସଫ୍ଟ ନାଁ କହି ଜାପାନୀଙ୍କୁ ଲୁଟୁଥିଲେ,୬ ଗିରଫ

Operation Chakra V: ମାଇକ୍ରୋସଫ୍ଟ ଏବଂ ଅନ୍ୟ ବହୁରାଷ୍ଟ୍ରୀୟ କମ୍ପାନୀର କଲ୍‍ ସେଣ୍ଟର ନାଁ କହି ବିଦେଶୀ ନାଗରିକଙ୍କୁ ସର୍ବସ୍ୱାନ୍ତ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଦିଲ୍ଲୀ, ହରିୟାଣା ଏବଂ ଉତ୍ତର ପ୍ରଦେଶର ୧୯ଟି ସ୍ଥାନରେ ଚଢ଼ଉ କରି ଏହି ଅଭିଯୁକ୍ତଙ୍କୁ ତଥ୍ୟ ଓ ପ୍ରମାଣ ସହକାରେ ଗିରଫ କରାଯାଇଥିବା ସିବିଆଇ ପ୍ରକାଶ କରିଛି।

Operation Chakra V: ଅପରେସନ୍‍ ଚକ୍ର: ମାଇକ୍ରୋସଫ୍ଟ ନାଁ କହି ଜାପାନୀଙ୍କୁ ଲୁଟୁଥିଲେ,୬ ଗିରଫ

About the Author