Operation Sindoor: ଲାଗି ରହିଛି ଭାରତ ପାକିସ୍ତାନ ଉତ୍ତେଜନା, ୧୫ ମଇ ପର୍ଯ୍ୟନ୍ତ ୨୪ ବିମାନବନ୍ଦର ବନ୍ଦ

ଏବେ ଦେଶର ୨୪ଟି ବିମାନବନ୍ଦରରେ ଘରୋଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକକୁ ୧୫ ମଇ ସକାଳ ୫ଟା୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସୁରକ୍ଷା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହି ବିମାନବନ୍ଦରଗୁଡ଼ିକରୁ ବିମାନ ଚଳାଚଳ କରିବ ନାହିଁ। ଏହି ପଦକ୍ଷେପ ସମ୍ବେଦନଶୀଳ ଏବଂ ସୀମାବର୍ତ୍ତୀ ଅଞ୍ଚଳର ବିମାନବନ୍ଦରଗୁଡ଼ିକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Operation Sindoor: ଲାଗି ରହିଛି ଭାରତ ପାକିସ୍ତାନ ଉତ୍ତେଜନା, ୧୫ ମଇ ପର୍ଯ୍ୟନ୍ତ ୨୪ ବିମାନବନ୍ଦର ବନ୍ଦ

About the Author