୩ ବର୍ଷ ପାଇଁ ବାସନ୍ଦ ହେଲେ ଉମର ଆକମଲ

୩ ବର୍ଷ ଧରି ଉମର ଆକମଲ ପାକିସ୍ତାନ ପାଇଁ କୌଣସି ଟୁର୍ନାମେଣ୍ଟ ଖେଳି ପାରିବେ ନାହିଁ । ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ତାଙ୍କୁ ପାକିସ୍ତାନ ସୁପର ଲିଗ୍ (PSL)ରେ ଖେଳିବାକୁ ଅନୁମତି ଦିଆଯାଇନଥିଲା ।

୩ ବର୍ଷ ପାଇଁ ବାସନ୍ଦ ହେଲେ ଉମର ଆକମଲ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/Umar Akmal Instagram

About the Author