Economics Crisis: ଗ୍ରାହକଙ୍କୁ ଜୋରଦାର ଝଟକା...ଏହି ସ୍ଥାନରେ ଚିକେନ କିଲୋ ୮୪୦, ଚାଉଳ କିଲୋ ୩୨୦

Economics Crisis: ଗହମ ଅଟା, ଚିନି, ଚାଉଳ, କୁକୁଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀର ଖୁଚୁରା ମୂଲ୍ୟରେ ବୃଦ୍ଧି ଯୋଗୁଁ ହୋଇଛି। SPI ଆଧାରିତ ମୁଦ୍ରାସ୍ଫୀତି ଗତ ୨୩ ସପ୍ତାହ ଧରି ବୃଦ୍ଧି ପାଉଛି। ଗତ ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଏହା ସପ୍ତାହ-ପ୍ରତି-ସପ୍ତାହ ବୃଦ୍ଧି ପାଉଛି।

Economics Crisis: ଗ୍ରାହକଙ୍କୁ ଜୋରଦାର ଝଟକା...ଏହି ସ୍ଥାନରେ ଚିକେନ କିଲୋ ୮୪୦, ଚାଉଳ କିଲୋ ୩୨୦

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
 

Read More