India-Pakistan Conflict: ଧରାପଡ଼ିଗଲା ଟ୍ରମ୍ପ ମିଛ! ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଥିବା ସ୍ୱୀକାର କଲା ପାକିସ୍ତାନ

India-Pakistan Conflict: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପରେସନ ସିନ୍ଦୂର ସମ୍ପର୍କରେ ବାରମ୍ବାର ମଧ୍ୟସ୍ଥତା ଦାବିର ପାକିସ୍ତାନ ନିଜେ ପର୍ଦ୍ଦାଫାସ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର କହିଛନ୍ତି ଯେ ଆମେରିକା ନିଜେ ଯୁଦ୍ଧବିରତି ପ୍ରସ୍ତାବ ଆଣିଥିଲା କିନ୍ତୁ ଭାରତ ଏଥିରେ ରାଜି ହୋଇନଥିଲା।

India-Pakistan Conflict: ଧରାପଡ଼ିଗଲା ଟ୍ରମ୍ପ ମିଛ! ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଥିବା ସ୍ୱୀକାର କଲା ପାକିସ୍ତାନ
Image Credit: US Ceasefire Proposal Falls Flat

About the Author