Operation Sindoor: ଭାରତ ଆକ୍ରମଣର ହିସାବ ଦେଲା ପାକିସ୍ତାନ, କହିଲା ୬ ଜାଗାରେ ୨୪ଟି ବୋମା ବିସ୍ଫୋରଣ, ୮ ମୃତ୍ୟୁ

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ପାକିସ୍ତାନ ଉପରେ ଯେଉଁ ଆକ୍ରମଣ କରିଛି ତାହାର ହିସାବ ରଖିଛି ପାକିସ୍ତାନ। ପାକିସ୍ତାନ ସେନାର ଡିଜି ଇଣ୍ଟର ସର୍ଭିସ୍‍ ପବ୍ଲିକ୍‍ ରିଲେସନ୍‍ ଲ୍ୟୁଟନାଣ୍ଟ ଜେନେରାଲ ଅହମ୍ମଦ ଶରୀଫ ଚୌଧୁରୀ କହିଛନ୍ତି ସମୁଦାୟ ୬ ଜାଗାରେ ୨୪ଟି ଆକ୍ରମଣ ହୋଇଛି।

Operation Sindoor: ଭାରତ ଆକ୍ରମଣର ହିସାବ ଦେଲା ପାକିସ୍ତାନ, କହିଲା ୬ ଜାଗାରେ ୨୪ଟି ବୋମା ବିସ୍ଫୋରଣ, ୮ ମୃତ୍ୟୁ

About the Author