Pakistan Airstrike: ମଧ୍ୟରାତ୍ରିରେ ପାକିସ୍ତାନ କଲା ଏୟାରଷ୍ଟ୍ରାଇକ୍, ୯ ଶିଶୁ ସମେତ ଜଣେ ମହିଳା ମୃତ

Pakistan Attack: ଆଫଗାନିସ୍ତାନରେ ପାକିସ୍ତାନ ବୋମା ମାଡ଼ କରିବା ଯୋଗୁଁ ନଅ ଜଣ ଶିଶୁ ସମେତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପେଶାୱରରେ ଆତ୍ମଘାତୀ ବିସ୍ଫୋରଣର ଗୋଟିଏ ଦିନ ପରେ ଘଟିଛି।

Pakistan Airstrike: ମଧ୍ୟରାତ୍ରିରେ ପାକିସ୍ତାନ କଲା ଏୟାରଷ୍ଟ୍ରାଇକ୍, ୯ ଶିଶୁ ସମେତ ଜଣେ ମହିଳା ମୃତ
Image Credit: Pakistan Airstrikes in Afghanistan

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More