ବିମାନ ଦୁର୍ଘଟଣା ହେବା ପୂର୍ବରୁ କଣ୍ଟ୍ରୋଲ ରୁମକୁ କ'ଣ କହିଥିଲେ ପାଇଲଟ୍ ?

liveatc.net ୱେବସାଇଟ ପକ୍ଷରୁ ଏହି ଅଡ଼ିଓ କ୍ଲିପ ଜାରି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନ PK 8303ର ପାଇଲଟ ବିମାନରେ ଯାନ୍ତ୍ରିକ ତ୍ରୁଟ ଦେଖାଦେଇଥିବା ନେଇ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ ।

ବିମାନ ଦୁର୍ଘଟଣା ହେବା ପୂର୍ବରୁ କଣ୍ଟ୍ରୋଲ ରୁମକୁ କ'ଣ କହିଥିଲେ ପାଇଲଟ୍ ?

About the Author