Ram Mandir Dhwajarohan: ରାମ ମନ୍ଦିର ଧ୍ୱଜାରୋହଣ ଉପରେ ବୟାନ ଦେବା ପାକିସ୍ତାନକୁ ପଡିଲା ମହଙ୍ଗା, ଭାରତର କହିଲା- ଲେକ୍ଚର ଦିଅ ନାହିଁ...

Ram Mandir Dhwajarohan: ମଙ୍ଗଳବାର ଦିନ ଅଯୋଧ୍ୟାର ରାମ ମନ୍ଦିରରେ ଧ୍ୱଜାରୋହଣ କରାଯାଇଥିଲା। ଯାହା ପାକିସ୍ତାନକୁ ଅପ୍ରୀତିକର ଲାଗିଥିଲା। ପାକିସ୍ତାନ ଭାରତ ଉପରେ ଇସଲାମଫୋବିଆର ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା।

Ram Mandir Dhwajarohan: ରାମ ମନ୍ଦିର ଧ୍ୱଜାରୋହଣ ଉପରେ ବୟାନ ଦେବା ପାକିସ୍ତାନକୁ ପଡିଲା ମହଙ୍ଗା, ଭାରତର କହିଲା- ଲେକ୍ଚର ଦିଅ ନାହିଁ...
Image Credit: Ram Mandir Dhwajarohan

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More