ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭରେ ମୌସୁମୀ ଅଧିବେଶନ ! 'ଡିଜିଟାଲ ସଂସଦ'ର ସମ୍ଭାବନା

ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସଂସଦ ଚଳାଇବା ଉପରେ ବିଚାର କରୁଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ।

ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ଆରମ୍ଭରେ ମୌସୁମୀ ଅଧିବେଶନ ! 'ଡିଜିଟାଲ ସଂସଦ'ର ସମ୍ଭାବନା
Image Credit: ଫାଇଲ ଫଟୋ

About the Author