ବିରାଟ କୋହଲିଙ୍କୁ ଗିରଫ ପାଇଁ ମାଡ୍ରାସ ହାଇକୋର୍ଟରେ ଦାଖଲ ହେଲା ଯାଚିକା

ଏହି ଆବେଦନରେ ଏହି ଓକିଲ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ, ଜୁଆ କମ୍ପାନୀଗୁଡିକ ଯୁବକମାନଙ୍କୁ ବ୍ରେନୱାଶ କରିବା ପାଇଁ ବିରାଟ ଓ ତମନ୍ନାଙ୍କୁ ବ୍ୟବହାର କରୁଛନ୍ତି ।

ବିରାଟ କୋହଲିଙ୍କୁ ଗିରଫ ପାଇଁ ମାଡ୍ରାସ ହାଇକୋର୍ଟରେ ଦାଖଲ ହେଲା ଯାଚିକା

About the Author