ପୁଣିଥରେ ୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ପେଟ୍ରୋଲ-ଡିଜେଲ? ଜାଣନ୍ତୁ ଏହା ପଛର କାରଣ

ଏହାପୂର୍ବରୁ ପ୍ରତି ୧୫ ଦିନ ପରେ ଡିଜେଲ ଓ ପେଟ୍ରୋଲର ଖୁଚୁରା ମୂଲ୍ୟ ପରିବର୍ତ୍ତନ କରାଯାଉଥିଲା । ବର୍ତ୍ତମାନ ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକୁ ଅଶୋଧିତ ମୂଲ୍ୟ ଉପରେ ଆଧାର କରି ଦୈନିକ ଡିଜେଲ-ପେଟ୍ରୋଲର ଖୁଚୁରା ମୂଲ୍ୟ ସଂଶୋଧନ କରିବାର ଅଧିକାର ଦିଆଯାଇଛି ।

ପୁଣିଥରେ ୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ପେଟ୍ରୋଲ-ଡିଜେଲ? ଜାଣନ୍ତୁ ଏହା ପଛର କାରଣ

About the Author