• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ବଢିଚାଲିଛି ତୈଳଦର, ପେଟ୍ରୋଲ ୫୩ ଓ ଡିଜେଲ ୬୦ ପଇସା ବୃଦ୍ଧି

ବଢିଚାଲିଛି ତୈଳଦର, ପେଟ୍ରୋଲ ୫୩ ଓ ଡିଜେଲ ୬୦ ପଇସା ବୃଦ୍ଧି

୧୧ ଦିନରେ ୬ ଟଙ୍କା ବୃଦ୍ଧି...

Edited By:Zee Odisha Desk
Published: Jun 17, 2020, 09:22 AM IST|Updated: Jun 17, 2020, 09:23 AM IST
joinshare
ବଢିଚାଲିଛି ତୈଳଦର, ପେଟ୍ରୋଲ ୫୩ ଓ ଡିଜେଲ ୬୦ ପଇସା ବୃଦ୍ଧି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Panchayat Elections:ଏପ୍ରିଲ୍‌ ଓ ମେ'ରେ ହେବ ପଞ୍ଚାୟତ ନିର୍ବାଚନ,ରାଜ୍ୟ ନିର୍ବାଚନ ଆୟୋଗ

    Odisha Panchayat Elections:ଏପ୍ରିଲ୍‌ ଓ ମେ'ରେ ହେବ ପଞ୍ଚାୟତ ନିର୍ବାଚନ,ରାଜ୍ୟ ନିର୍ବାଚନ ଆୟୋଗ

    Odisha Panchayat elections41 min ago
    2

    Gold Rate Today: ଖୁସି ଖବର! ସୁନାଦରରେ ବୃହସ ହ୍ରାସ

    Gold rate today1 hr ago
    3

    Odisha News: ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

    Odisha news2 hrs ago
    4

    Odisha News: ଝାରପଡା ଜେଲରେ ମାଡୁଛି HIV, ଆଉ ଜଣେ ପଜିଟିଭ୍ ଚିହ୍ନଟ

    Odisha news2 hrs ago
    5

    Petrol Diesel Price Today: ଗ୍ରାହକଙ୍କୁ ଝଟକା!ପୁଣି ବଢିଲା ତେଲ ରେଟ୍

    petrol diesel price today3:42 AM IST

    ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ବେଳେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଅନ୍ତର୍ଜାତୀୟ ସ୍ତରରେ ତୈଳଦରରେ ହ୍ରାସ ପାଇଥିଲେ ମଧ୍ୟ ତାହାର ପ୍ରଭାବ ଭାରତୀୟ ବଜାରରେ ସେତେ ମାତ୍ରାରେ ପଡୁନାହିଁ। ତେବେ ଭାରତୀୟ ବଜାରରେ ଲଗାତାର ୧୧ ଦିନ ପାଇଁ ତୈଳଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଆଜି ଅର୍ଥାତ ବୁଧବାର ଦିନ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫୩ ଓ ୬୦ ପଇସା ବୃଦ୍ଧି ଘଟିଛି। ତେବେ ବିଗତ ୧୧ ଦିନ ମଧ୍ୟରେ ପେଟ୍ରୋଲ ୬ ଟଙ୍କା ଓ ଡିଜେଲ ଲିଟର ପିଛା ୬.୪୦ ପଇସା ବୃଦ୍ଧି ହୋଇ ସାରିଲାଣି। 

    ଇଣ୍ଡିଆନ ଅଏଲ(Indian Oil)ଓ୍ୱେବସାଇ ଅନୁଯାୟୀ ତୈଳଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଦର ୭୭.୨୮ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୫.୭୯ ଟଙ୍କାରେ ବିକ୍ରି ହେଉଛି। ସେହିପରି ପେଟ୍ରୋଲ ଲିଟର ମୁମ୍ବାଇରେ ୮୪.୧୫ ଟଙ୍କା, ଚେନ୍ନାଇରେ ୮୦.୮୬ ଟଙ୍କା, କୋଲକାତାରେ ୭୯.୦୮ ଟଙ୍କାରେ ବିକ୍ରି ହେଉଛି।  ସେହିପରି ଡିଜେଲ ଦର ମୁମ୍ବାଇରେ ୭୪.୩୨ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ୭୩.୬୯ ଟଙ୍କା, କୋଲକାତା ୭୧।୩୮ ଟଙ୍କା ରହିଛି।  

    ଏଠାରେ କହି ରଖୁଛୁ ଯେ, ଲକଡାଉନ ସମୟରେ ଦେଶରେ ତୈଳଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ପ୍ରାୟ ୮୨ ଦିନ ଧରି ଏହି ଦର ସ୍ଥିର ରହିତିଲା। ୮୨ ଦିନ ପରେ କେନ୍ଦ୍ର ସରକାର ଦୈନିକ ତୈଳଦର ଉପରେ ଦର ନିର୍ଦ୍ଧାରଣ କରୁଛନ୍ତି। ତେବେ ରାଜ୍ୟ ସ୍ତରରେ ବିକ୍ରିକର ମୂଲ୍ୟ ଯୋଗ ହେବା ପରେ ବିଭିନ୍ନ ରାଜ୍ୟରେ ତୈଳଦର ଭିନ୍ନ ଭିନ୍ନ ରହିଛି। ଏହି ତୈଳଦର ପ୍ରତ୍ୟେକ ଦିନ ସକାଳ ୬ଟାରେ ଧାର୍ଯ୍ୟ କରାଯାଇଥାଏ। 

    Add Zee News as a Preferred Source
    TAGS:
    Petrol price
    diesel price
    Oil price