• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ପୁଣି ବଢିଲା ତୈଳ ଦର

ପୁଣି ବଢିଲା ତୈଳ ଦର

ଲଗାତାର ଚତୁର୍ଥ ଦିନ ପାଇଁ ବଢିଲା ତୈଳ ଦର

Edited By:Zee Odisha Desk
Published: Jun 10, 2020, 01:00 PM IST|Updated: Jun 10, 2020, 01:00 PM IST
joinshare
ପୁଣି ବଢିଲା ତୈଳ ଦର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Ujjwala LPG Cylinders: ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ

    Ujjwala LPG Cylinders: ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ

    Ujjwala LPG Cylinders1 hr ago
    2

    Top 10 News: ଉଜ୍ଜଳା ହିତାଧିକାରୀଙ୍କୁ ଝଟ୍‌କା, TMCରେ ବଡ଼ ଫାଟ ଓ ଅନ୍ୟ ଖବର

    top 10 news today1 hr ago
    3

    Visakhapatnam Steel Plant Fire: ଷ୍ଟିଲପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା, ୮ ଜଣଙ୍କ ମୃତ୍ୟୁ ଅନେକ

    Visakhapatnam Steel Plant Fire3 hrs ago
    4

    Odisha Crime News: ଯୁବତୀକୁ ଡାକିନେଇ ହୋଟେଲରେ ଦୁଷ୍କର୍ମ, ଅଭିଯୁକ୍ତ ଧଉଳିରୁ ଗିରଫ

    Odisha Crime News3 hrs ago
    5

    Odisha Thunderstorm Alerts: ଆସନ୍ତାକାଲି ବି ତାଣ୍ଡବ କରିବ କାଳବୈଶାଖି, ୧୪ ଜିଲ୍ଲାକୁ ଆଲର୍ଟ ଜ

    Odisha Thunderstorm Alerts12:50 PM IST

    ନୂଆଦିଲ୍ଲୀ: ପୁଣି ଥରେ ବଢିଲା ତୈଳଦର। ଲଗାତାର ଭାବେ ଚତୁର୍ଥ ଦିନ ପାଇଁ ତୈଳ ଦର ଦେଶରେ ବୃଦ୍ଧି ପାଇଛି। ବୁଧବାର ପେଟ୍ରୋଲ ପିଛା ୪୦ ପଇସା ଓ ଡିଜେଲ ଲିଟର ପିଛା ୪୫ ପଇସା ବୃଦ୍ଧି ପାଇଛି। ଦେଶର ରାଜଧାନୀରେ ଦିଲ୍ଲୀରେ ପେଟ୍ରୋଲ ଦର ୭୩।୪୦ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୭୧।୬୧ ଟଙ୍କାରେ ପହଞ୍ଚିଛି। ଲଗାତାର ୩ ଦିନ ମଧ୍ୟରେ ଦିଲ୍ଲୀରେ ପ୍ରାୟ ୨।୨୩ ଟଙ୍କା ବୃଦ୍ଧି ପାଇଛି। 

    ମିଳିଥିବା ସୂଚନା ମୁତାବକ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ତୈଳ ଦରରେ ବୃଦ୍ଧି ଘଟିଛି। ଏହି ଚାରିଟି ସହରରେ ଯଥାକ୍ରମେ ୭୩।୪୦, ୭୫।୩୮, ୮୦।୪୧ ଓ ୭୭।୪୮ ଟଙ୍କା ରହିଛି। ସେହିପରି ଡିଜେଲ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଡିଜେଲ ଦର ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଯଥାକ୍ରମେ ୭୧।୬୨, ୬୭।୮୮, ୭୦।୩୭ ଓ ୭୦।୧୯ ଲିଟର ପିଛା ଦର ରହିଛି। 

    ଏଠାରେ କହି ରଖୁଛୁ ଯେ, ଅନ୍ତର୍ଜାତୀୟ ବଜାରେ ମଧ୍ୟ ତୈଳ ଦର ବୃଦ୍ଧି ଘଟିଛି। ବ୍ୟାରେଲ ପିଛା ୧।୦୩ ଆମେରୀକିୟ ଡଲାର ବୃଦ୍ଧି ପାଇ ୪୧।୨୨ ଆମେରିକୀୟ ଡଲାରରେ କାରବାର ଜାରି ରହିଛି। 

     

    Add Zee News as a Preferred Source
    TAGS:
    Petrol price
    diesel price
    Oil price