ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

କୋଭିଡ-19 (Covid-19) ର ପ୍ରକୋପ କାରଣରୁ ଅନ୍ତର୍ଜାତୀୟ ବଜାରରେ ଜିନିଷ ସ୍ୱାଭାବିକ ହୋଇପାରି ନାହିଁ । ଏହି ସମୟରେ ଅଶୋଧିତ ତୈଳ ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି । ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦୃଶ୍ୟମାନ ହେଉଛି ।

ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

About the Author