Gold Rate: ବଢିଲା ସୁନା ଦର, ୧୦ ଗ୍ରାମକୁ ହେଲା ଏତିକି...

Published: Jun 18, 2025, 08:00 PM IST|Updated: Jun 18, 2025, 08:00 PM IST

Gold And Silver Rate: ବୁଧବାର ରୂପା ୧ ହଜାର ଟଙ୍କା ବଢି ୧ କିଲୋଗ୍ରାମ ପ୍ରତି ୧,୦୮,୨୦୦ ଟଙ୍କାରେ ପହଞ୍ଚିଛି। ସେହିପରି ସୁନା ୫୪୦ ଟଙ୍କା ବଢି ୧୦ ଗ୍ରାମ ପ୍ରତି ୧,୦୦,୭୧୦ ଟଙ୍କାରେ ପହଞ୍ଚିଛି।

Gold And Silver Rate: ରାଜଧାନୀ ଦିଲ୍ଲୀରେ ଆଜି ରୂପା ୧ ହଜାର ଟଙ୍କା ବୃଦ୍ଧି ପାଇ ୧,୦୮,୨୦୦ ଟଙ୍କା ପ୍ରତି କିଲୋଗ୍ରାମ ପିଛା ପହଞ୍ଚିଛି। ସୁନା ୫୪୦ ଟଙ୍କା ବୃଦ୍ଧି ପାଇଛି।