ଆସନ୍ତାକାଲି ଓଡ଼ିଶା-ପଶ୍ଚିମବଙ୍ଗ ଆସୁଛନ୍ତି ପିଏମ ମୋଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅର୍ଥାତ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟ ଗସ୍ତ କରିବାକୁ ନିବେଦନ କରିଥିଲେ । ସିଏମ ମମତାଙ୍କ ଆବେଦନକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗଲ ଗସ୍ତରେ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବେ ।

ଆସନ୍ତାକାଲି ଓଡ଼ିଶା-ପଶ୍ଚିମବଙ୍ଗ ଆସୁଛନ୍ତି ପିଏମ ମୋଦି

About the Author