୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପିଏମ ମୋଦି

ଏହି ଆର୍ଥିକ ପ୍ୟାକେଜ ଆମର କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ ଏବଂ ମଧ୍ୟମ ଶିଳ୍ପ ପାଇଁ କରାଯାଇଛି । ଯାହା ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ସଂକଳ୍ପର ମଜଭୁତ ଆଧାର ହେବ ।

୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପିଏମ ମୋଦି
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author